Lyrics

Free Songs Lyrics Download

Lyrics

Free Songs Lyrics Download

Eka To Bhakata Jibana | Jagannath Bhajan | ଏକା ତୋ ଭକତ ଜୀବନ | Namita Agrawal | Sidharth Music Lyrics

[fvplayer id=”5″]

Eka To Bhakata Jibana Details

“Sidharth Music” ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ “Namita Agrawal” YouTube Channelକୁ Subscribe କରନ୍ତୁ ଓ Bell  ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

Song: Eka To Bhakata Jibana
Album: Hrudayara Gita Vol-2
Singer: Namita Agrawal
Video Artist: Namita Agrawal, Prabhakar, Krushna
Music Director: Traditional
Lyrics: Salabega
Video Director: Bharati Krushna
Producer: Sitaram Agrawal
Music Label: Sidharth Music

Eka To Bhakata Jibana Lyrics

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖଚକ୍ର ଚିହ୍ନ, ଶଙ୍ଖଚକ୍ର ଚିହ୍ନ
ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ

ଭକତ ତୋ ମାତାପିତା, ଭକତ ତୋ ବନ୍ଧୁ
ଭକତ ତୋ ମାତାପିତା, ଭକତ ତୋ ବନ୍ଧୁ
ଭକତ ହିତରେ ତୋର ନାମ କୃପାସିନ୍ଧୁ, ନାମ କୃପାସିନ୍ଧୁ
ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ

ଧେନୁ ପଛେପଛେ ବତ୍ସା, ଗମେ କ୍ଷୀର ଲୋଭେ
ଧେନୁ ପଛେପଛେ ବତ୍ସା, ଗମେ କ୍ଷୀର ଲୋଭେ
ଭକତ ପଛରେ ତୁହି, ଥାଉ ସେହି ଭାବେ, ଥାଉ ସେହି ଭାବେ
ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ

କହେ ସାଲବେଗ ହୀନ, ଜାତିରେ ଯବନ
କହେ ସାଲବେଗ ହୀନ, ଜାତିରେ ଯବନ
ଶ୍ରୀରଙ୍ଗା ଚରଣ ବିନୁ, ନଜାଣଇ ଆନ, ନଜାଣଇ ଆନ
ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ର ଚିହ୍ନ, ଶଙ୍ଖଚକ୍ର ଚିହ୍ନ
ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ

 

Eka To Bhakata Jibana | Jagannath Bhajan | ଏକା ତୋ ଭକତ ଜୀବନ | Namita Agrawal | Sidharth Music Lyrics

Leave a Reply

Scroll to top